ଜୟପୁର: କୋରାପୁଟ ଜିଲ୍ଲା ପାଞ୍ଚିକା ଛକ ରୁ ୧୭୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗୋଟେ ଟ୍ରକ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଅଧିକ ହୋଇଥିବା ସୂଚନା। ପଟାଙ୍ଗିରୁ ରାଉରକେଲା କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା।
powered by social2s

