ଭୁବନେଶ୍ୱର ହତ୍ୟା: PCR ଭ୍ୟାନ୍ ଭଙ୍ଗାରୁଜା ଅଭିଯୋଗରେ ପାଞ୍ଚ ଜଣ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଭୁବନେଶ୍ୱରର CRP ଛକ ନିକଟରେ ଜଣେ ଟୁକୁନା ଦାସଙ୍କ ହତ୍ୟା ପରେ PCR ଭ୍ୟାନ୍ ଭଙ୍ଗାରୁଜା ଅଭିଯୋଗରେ କମିଶନରେଟ୍ ପୋଲିସ୍ ପାଞ୍ଚ ଜଣଙ୍କୁ ଅଟକ ରଖିଛି।

ଶନିବାର ଦିନ ସାଗର ଏବଂ ସୁଧୀର ପୃଷ୍ଟି ନାମକ ଦୁଇଜଣ ବ୍ୟକ୍ତି ଟୁକୁନାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ  ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଟୁକୁନା ଗୁରୁତର ଆହତ ହୋଇଥିଲେ ଏବଂ ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଅଭିଯୁକ୍ତକୁ ଧରି PCR ଭ୍ୟାନକୁ ନେଇ ଯାଇଥିଲା।

ତେବେ କ୍ରୋଧିତ ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ଅଭିଯୁକ୍ତମାନଙ୍କୁ PCR ଭ୍ୟାନରୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ

। ସେମାନେ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

 ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

 

powered by social2s