୫ କୁଇଣ୍ଟାଲ ଓଜନର ଶାର୍କର ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାରେ ଏକ ୫ କ୍ଵିଣ୍ଟାଲ ଓଜୋନର ହ୍ୱେଲ ଶାର୍କ ମୃତ୍ୟୁ l ଖବର ନେବାରୁ ଜଣାପଡିଛି ଯେ ଗତ ୩ ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିଲାବେଳେ ଜାଲରେ ଏକ ୱେଲ ଶାର୍କ ୫ କୁଇଣ୍ଟାଲ ଓଜନର ଜାଲରେ ପଡ଼ିଥିଲା l ତାକୁ ଧୀବରମାନେ କୂଳକୁ ନେଇ ଆସିଥିଲେ l ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବାରୁ ପୁଣି ହ୍ୱେଲ ଶାର୍କଟିକୁ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଛାଡ଼ିଦେଇଥିବା ପ୍ରକାଶ କରିଥିଲେ l ତେବେ ହ୍ୱେଲ ଶାର୍କଟି ଖନ୍ତାପଡ଼ା ଥାନା କଣ୍ଟିଆ ଚେରା ଜାମୁକା ମୁହାଣରେ ଏକ ଶାଖା ନଦୀରେ ପଡିଥିବାର ଲୋକେ ଦେଖିଥିଲେ l ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆସୋନ୍ତୋଷ ପ୍ରକାଶ ଓ ପାଇଛି । ଘଟଣାସ୍ଥଳକୁ କୌଣସି ପଦାଧିକାରୀ ଆସିନଥିବା ବେଳେ ଲୋକମାନେ ଦେଖିବାକୁ ଭିଡ ଜମାଇଛନ୍ତି ।

powered by social2s