ଭୁବନେଶ୍ୱର : ଓଡ଼ିଶାର ୯ ଟି ଜିଲ୍ଲାରେ କୁହୁଡି ସମ୍ଭାବନା ନେଇ ସତର୍କ କଲା ପାଣିପାଗ ବିଭାଗ। ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେ଼ଙ୍କାନାଳ, କଟକ,ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡା। ଆଜି ରାତି ଠୁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା।
powered by social2s

