ଭୁବନେଶ୍ୱର ଶିଖରଚଣ୍ଡି ପାହାଡ଼ରେ ନିଆଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ନିକଟ ଶିଖରଚଣ୍ଡି ପାହାଡ଼ରେ ନିଆଁ ଲାଗିଛି। ଏହାକୁ ଆୟତ୍ତ କରିବା ପାଇଁ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଜାରି ରହିଛି। 

ଶିଖରଚଣ୍ଡି ପାହାଡ଼ ସମେତ ବର୍ତ୍ତମାନ ରାଜ୍ୟର ୯୧୮ଟି ଜାଗାରେ ଲାଗିଛି ନିଆଁ।

powered by social2s