ଦଶପଲ୍ଲା ବଜାରରେ ଭୟାବହ ଅଗ୍ନିକାଣ୍ଡ; ୭ ଦୋକାନ ଜଳି ପାଉଁଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। 

ଫଳରେ ମେଡ଼ିକାଲ ବଜାର ଛକ ନିକଟରେ ଥିବା ୭ଟି ଦୋକାନ ଜଳି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। 

ତେବେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ବର୍ତ୍ତମାନ ନିଆଁକୁ ଆୟତ କରାଯାଇଛି।।

ଏକ ବନ୍ଦ କ୍ୟାବିନ୍ ରୁ ନିଆଁ ବ୍ୟାପିଛି। କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ।

 

powered by social2s