ମାର୍ଚ୍ଚ ୧୨ ରୁ ବିଧାନସଭା ର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ,ସମସ୍ତ ବିଧାୟକଙ୍କ ର ହେବ ଆଣ୍ଟିଜେନ ଟେଷ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର : ମାର୍ଚ୍ଚ ଆରମ୍ଭ ହେବ ବିଧାନସଭା ର ଦ୍ୱିତୀୟ ପର୍ଯ୍ୟାୟର ଅଧିବେଶନ। ମାର୍ଚ୍ଚ ୧୦  ରୁ ସମସ୍ତ ବିଧାୟକଙ୍କ ର ହେବ ଆଣ୍ଟିଜେନ ଟେଷ୍ଟ ହେବ। ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର।

 

powered by social2s