ସନ୍ଧ୍ୟା ବେଳେ ଅଧିକ ଗହଳି ହେଲେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବନ୍ଦ କରାଯିବ ଦୀପଜଳା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ଠିକ ଚାଲିଛି ବୋଲି କହିଲେ ଭୁବନେଶ୍ୱର ମୁନିସିପାଳ କର୍ପୋରେସନ ର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ। ଏସ ଓ ପି ମାନି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ସନ୍ଧ୍ୟା ବେଳେ ଅଧିକ ଗହଳି ହେଲେ ଦୀପ ଜଳିବା ବନ୍ଦ କରାଯିବ ବୋଲି ପଟ୍ଟନାୟକ କହିଛନ୍ତି।

powered by social2s