ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପୋଡାଡିହା ରେଞ୍ଜରେ ଏକ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ।
କପ୍ତିପଦା ଥାନା ଅଞ୍ଚଳର ଶିକାରୀ ଅନ୍ତରା ସିଂହ ଗିରଫ ହୋଇଥିବାର ସୂଚନା ମିଳିଛି।
ତାଙ୍କ ଠାରୁ ଗୋଟେ ଦେଶୀ ବନ୍ଦୁକ, ଗୋଟେ କୁରାଢୀ ସହ ୭ କେଜି ଝିଙ୍କ ମାଂସ ଜବତ ହୋଇଛି।
powered by social2s

