ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ସ୍ପୋଟ୍ ବୋଟ୍ ଓଲଟିଥିବା ସୂଚନା ମିଳିଛି।
ତେବେ ବୋଟରେ ଥିବା ୯ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଦୁଇଟି ବୋଟରେ ଯାଇ ଉଦ୍ଧାର କଲା ପରିଚାଳନା ସଂସ୍ଥା।
powered by social2s