ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହି ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଏନ୍ ଏଚ୍ ୨୦ ବାଇପାସ୍ ନିକଟରେ ଏକ ଦୁର୍ଘଟଣା ଘଟିଛି। 

ସୂଚନା ଅନୁଯାୟୀ ଏକ ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହି ଙ୍କ ମୃତ୍ୟୁ ହୋଇଛି। 

ମୃତକ ଙ୍କ ମଧ୍ୟରେ ଜଣେ ହେଉଛନ୍ତି କେନ୍ଦେଇପଶି ଅଞ୍ଚଳର ନାମକଣ୍ଣ ନାୟକ। ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।

 

powered by social2s