ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ଶ୍ରୀ ଲିଙ୍ଗରାଜ ଙ୍କ ମହାଦୀପ।ପାରମ୍ପରିକ ବେଢା ପରିକ୍ରମା ପରେ ଉଠିଲା ମହାଦୀପ।ଦୀପଦାନ କରି ଆଶିଷ ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ।
ମନ୍ଦିର ପ୍ରଶାସନ ନିର୍ଦ୍ଧାରିତ ସମୟ ରାତ୍ରି ୧୦ ଘଟିକା ର ଅଧ ଘଣ୍ଟାଏ ପୂର୍ବରୁ ମହାଦୀପ ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଆନଂଦ ପ୍ରକାଶ ପାଇଥିବାର ଲକ୍ଷ କରାଯାଇଛି।
powered by social2s

