ନବରଙ୍ଗପୁର ରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବାର ସୂଚନା ମିଳିଛି। ଟି ସଂଜୀବ ସୁବୁଦ୍ଧି ନାମକ ବ୍ୟବସାୟୀ Punjab National Bank ର ଏକ ଶାଖା ସମ୍ମୁଖରେ ତାଙ୍କ ବାଇକ ଧରି ଠିଆ ହୋଇଥିଲେ। ଏହି ସମୟରେ ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ସୁବୁଦ୍ଧିଙ୍କୁ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

powered by social2s