ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବୌଦ୍ଧ: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପା ଆଉ ପୁଅ କୁ ଗିରଫ କରିଛି ବନବିଭାଗ ର ସ୍ୱତନ୍ତ୍ର ସ୍କ୍ୱାର୍ଡ । ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରେ ନିଆଁ ଲଗାଇ ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତ ବାପା ଓ ପୁଅ ମାଧପୁର କଲୋନି ସାହି ର ହୋଇଥିବା ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି ଟାଙ୍ଗିଆ ଓ ଡିଆସିଲି ଜବତ ହୋଇଛି। ପେଟ୍ରୋଲିଂ ବେଳେ ବନକର୍ମଚାରି ଙ୍କୁ ଦେଖି ଖସି ପଳାଉ ଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନବିଭାଗ।

 

powered by social2s