ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ। UNITED FORUM OF BANK UNIONS ପକ୍ଷରୁ ବ୍ୟାଙ୍କ ଘରୋଇକରଣ ବିରୋଧରେ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ହେବେ ସାମିଲ। ଓଡ଼ିଶାର ୫,୫୦୦ ବ୍ୟାଙ୍କ ଶାଖାର ୩୦,୦୦୦ ରୁ ଅଧିକ କର୍ମଚାରୀ ଏହି ଧର୍ମଘଟ ରେ ସାମିଲ ହୋଇଥିବାର ସୂଚନା ମିଳିଛି।

powered by social2s