କୋରୋନା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ଓଡିଶା ସରକାର: ସ୍ୱାସ୍ଥମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ଭୁବନେଶ୍ୱର: ବର୍ତ୍ତମାନର କୋରୋନା ସ୍ଥିତି ଉପରେ ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥମନ୍ତ୍ରୀ ନବ ଦାସ। ମନ୍ତ୍ରୀ କହିଛନ୍ତି ଯେ ଦିନକୁ ସାତ ହଜାର ତିନିସହ ଆର୍ଟିଫିସିଆଲ ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ସମ୍ବଲପୁର , ପୁରୀ, ଭୁବନେଶ୍ୱର, ରାଉରକେଲା ଓ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ଦେବଗଡ଼ ଓ ନୟାଗଡ଼ ରେ ଆର୍ଟିଫିସିଆଲ ଟେଷ୍ଟିଂ ଲ୍ୟାବରୋଟରି ଖୋଲାଯିବ ବୋଲି ସେ କହିଛନ୍ତି।

powered by social2s