ଅନୁଗୁଳ: ଅନୁଗୁଳ ଜିଲ୍ଲା ମଇଧରପୁର ଉପରସାହି ର ଏକ ପରିତ୍ୟକ୍ତ ସ୍ଥାନରୁ ଦୁଇ ଜଣ ନବଜାତ ଶିଶୁକନ୍ୟାଙ୍କର ମୃତଦେହ ଠାବ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ବନରପାଳ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଦ୍ୱାରା ମୃତଦେହ ଜବତ ହୋଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଶିଶୁକନ୍ୟା ଙ୍କୁ କେହି ଫିଙ୍ଗିଦେବାପରେ ତାଙ୍କ ମୃତଦେହ ର କିଛି ଅଂଶ କୁ କାଉ ବା କୁକୁର ଖାଇଦେଇଥିବାର
powered by social2s

