ଭୁବନେଶ୍ୱର : ଏପ୍ରିଲ ୧୭ ତାରିଖ ରେ ହେବ ପିପିଲି ଉପନିର୍ବାଚନ। ଏ ନେଇ ମାର୍ଚ୍ଚ ୨୩ ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୩୦ ରେ ନାମାଙ୍କନ ଦାଖଲ ର ଶେଷ ତାରିଖ। ନାମାଙ୍କନ ପ୍ରତ୍ୟାହାର ର ଶେଷ ତାରିଖ ହେଉଛି ଏପ୍ରିଲ ୩ । ମେ ୨ ରେ ହେବ ଭୋଟ ଗଣତି ଓ ଫଳାଫଳ ପ୍ରକାଶ। ବିଧାୟକ ପ୍ରଦୀପ ମହାରଥୀ ଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ।
powered by social2s

