ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡିଶା ଗସ୍ତ ପୂର୍ବରୁ ପାରମ୍ପରିକ ଗାମୁଛା ଭେଟିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର:: ମାର୍ଚ୍ଚ ୨୧ ଓ ୨୨ ରେ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ।

 

ରାଉରକେଲା ରେ RSP ଦ୍ୱାରା ପରିଚାଳିତ IGH ର ଉଦଘାଟନ କରିବେ ରାଷ୍ଟ୍ରପତି। ୨୧ ରେ ରାଉରକେଲା ଓ ୨୨ ରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତାଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଆଠମଲ୍ଲିକର ଦଳିତ ଶିଳ୍ପୀ ବୁଣିଥିବା ଏକ ପାରମ୍ପରିକ ଗାମୁଛା କୁ ରାଷ୍ଟ୍ରପତି ଙ୍କୁ ଭେଟିଦେଲେ ମନ୍ତ୍ରୀ।

 

powered by social2s