![]()
ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ନୂଆ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପତ୍ର ପ୍ରଦାନ ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ' ଓଡ଼ିଶାରେ ୪୮୦ କିମି ଉପକୂଳ ଓ ୬.୮୬ ହେକ୍ଟର ମଧୁର ଜଳ ରହିଛି। ସେହିପରି ରାଜ୍ୟରେ ୪.୧୮ ଲକ୍ଷ ହେକ୍ଟର ଖରିଆ ପାଣି ଅଞ୍ଚଳ ରହିଛି। ୨୦ ବର୍ଷ ମଧ୍ୟରେ ମତ୍ସ୍ୟ ଉତ୍ପାଦନ ବହୁ ମାତ୍ରାରେ ବୃଦ୍ଧି ପାଇଛି। ୨.୫୯ ଲକ୍ଷ ମେଟ୍ରିକ ଟନ ରୁ ୮.୧୬ ଲକ୍ଷ ମେଟ୍ରିକ ଟନ କୁ ବୃଦ୍ଧି ପାଇଛି। ରାଜ୍ୟରେ ପ୍ରାୟ ୧୪.୬୪ ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହ ଜଡିତ ଅଛନ୍ତି।'
powered by social2s

