ବରମପୁର: ଏ ବର୍ଷ କୋଭିଡ କଟକଣା ଭିତରେ ହେବ ଗଞ୍ଜାମ ର ଦଣ୍ଡନାଚ। ଏକ ସ୍ଥାନରେ ୨୦୦ ରୁ ଅଧିକ ଲୋକଙ୍କୁ ଏକାଠି ହବାକୁ ଦିଆଯିବ ନାହିଁ। ସ୍ଥାନୀୟ କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିପାରିବେ। ଦିନ ୧୧ ଟାରୁ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦଣ୍ଡନାଚ।
powered by social2s