କଟକରେ ଦୁଇଟି ସ୍ଥାନ ରେ ହେବ ମେଳଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ସହରର ଦୁଇଟି ସ୍ଥାନ ରେ ହେବ ଦୋଳ ମେଳଣ। ମାର୍ଚ୍ଚ ୨୮ ଓ ୨୯ ରେ ଦୁଇଟି ସ୍ଥାନରେ କରୋନା କଟକଣା ଭିତରେ ମେଳଣ ଆୟୋଜନ କରିବା ପାଇଁ କଟକ ମୁନିସିପାଳ କର୍ପୋରେସନ ର ଅନୁମତି। ମେଳଣ ବେଳେ ସର୍ବାଧିକ ୧୦୦ ଜଣ ଲୋକ ଏକାଠି ହୋଇପାରିବେ।

powered by social2s