ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା-ପୁଅ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଓ ତାଙ୍କ ପୁଅ ର ମୃତ୍ୟ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲା ବଳୀଚନ୍ଦ୍ରପୁର ଥାନା ନାଲିପୁର ଗାଁ ରେ ଘଟିଛି ଅଘଟଣ। ଚାନ୍ଦ ବିବି ନାମକ ମହିଳା ଜଣଙ୍କ ତାଙ୍କ ୭ ବର୍ଷର ପୁଅକୁ ନେଇ କାଲି ତାଙ୍କ ପଡୋଶୀ ସାରା ବିବିଙ୍କ ଘରକୁ ଯାଇଥିଲେ। ସାରାଙ୍କ ଘରେ ସର୍ଟ ସର୍କିର ହୋଇଯିବାରୁ ନିଆଁ ଲାଗି ଏକ ବିଦ୍ୟୁତ ତାର ଛିଡି ପଡିଥିଲା। ଏହି ତାର ସଂସ୍ପର୍ଶରେ ଆସି ମା-ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

powered by social2s