ଭୁବନେଶ୍ୱର: National Testing Agency ପକ୍ଷରୁ ପ୍ରକାଶ ପାଇଛି ଜେଇଇ ପରୀକ୍ଷା ଫଳ। ମାର୍ଚ୍ଚ ୧୬ ରୁ ୧୮ ଯାଏଁ ହୋଇଥିଲା ପରୀକ୍ଷା। ମାତ୍ର ୭ ଦିନରେ ପ୍ରକାଶ ପାଇଛି ରେଜଲ୍ଟ। ୧୩ ଜଣ ଛାତ୍ରଛାତ୍ରୀ ଶତପ୍ରତିସତ ନମ୍ବର ରଖିଛନ୍ତି। ୩୩୪ ଟି ସହରର ୭୯୨ ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ୯୯ % ନମ୍ବର ରଖି ଦେବାଶିଷ ପଣ୍ଡା ହୋଇଛନ୍ତି ଓଡ଼ିଶା ଟପର।
powered by social2s

