ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ରାଜଧାନୀରେ ଏହା ଅଧିକ ଚିନ୍ତା ର କାରଣ ପାଲଟିଛି। ଆଜି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୧ରୁ ଜଣେ ଏକାଦଶ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଆସିଥିବା ଖବର ମିଳିଛି। ତେଣୁ ଆଜି ଏହି ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସମସ୍ତ ୧୯ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯିବ। ତେବେ କରୋନା ପଜେଟିଭ ଥିବା ଛାତ୍ରଙ୍କ ଘର ଲୋକଙ୍କର କୋଭିଡ଼ ଟେଷ୍ଟ ନେଗେଟିଭ୍ ରହିଛି।
powered by social2s

