ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି। ଏହି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ରଥକାଠ, ବାସୁଙ୍ଗା ପାଟ, ଚନ୍ଦନ। ରଥଯାତ୍ରାର ସମସ୍ତ ପ୍ରସ୍ତୁତି ମହାପ୍ରଭୁଙ୍କ କୃପାରୁ ଠିକ୍ ଚାଲିଛି। ସମସ୍ତଙ୍କ ସହଯୋଗ କାମନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
powered by social2s

