ନନ୍ଦନକାନନ ରେ ୩ ବାଘ ଶାବକ ଜନ୍ମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଆଜି ୩ ବାଘ ଶାବକ ଜନ୍ମ ଗ୍ରହଣ କରିଛନ୍ତି।

ଧଳା ବାଘୁଣୀ ବିଜୟା ଠାରୁ ୩ ଶାବକ ଜନ୍ମ।

ତିନି ବାଘ ଛୁଆ ଓ ମା ବାଘୁଣୀ ସୁସ୍ଥ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ।

 

powered by social2s