କାଳବୈଶାଖୀ ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇଥିଲା କୋଲକାତା ଯାଉଥିବା ବିମାନ, ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ବର ବିମାନ ବନ୍ଦରରେ କୋଲକାତା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୋଲକାତାରେ କାଳବୈଶାଖୀ ପାଇଁ ଭୁବନେଶ୍ବରରେ ଓହ୍ଲାଇଥିଲା ବିମାନ। ଗତକାଲିଠୁ ଭୁବନେଶ୍ବରରେ ଅଟକିଛି କୋଲକାତା ଯାଉଥିବା ୨ଟି ବିମାନ। ସ୍ପାଇସ୍‌ ଜେଟ୍‌ ବିମାନ ଅଟକିବାକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

powered by social2s