ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଡୁଲିଙ୍ଗା କୋଇଲା ଖଣିରେ ଦୁର୍ଘଟଣା ଘଟି ଜଣେ ପ୍ରାଣ ହରାଇଥିବା ବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଖଣି ଭିତରେ ଓଲଟିଲା ଅପରେଟରଙ୍କୁ ନେଇ ଯାଉଥିବା ବସ୍। ମୃତକ ହେଲେ ନିତ୍ୟାନନ୍ଦ ପ୍ରଧାନ। ବସରେ ଥିଲେ ୩୦ରୁ ଅଧିକ ଅପରେଟର। ବ୍ରଜରାଜନଗରର ଏକ ହସ୍ପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା। ଦୁର୍ଘଟଣା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଶ୍ରମିକ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରାଯାଇଛି।
powered by social2s

