ଓଡିଶାର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଓଡ଼ିଶାର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। 
 
୪୨.୨ ଡିଗ୍ରୀ ସହ ଟିଟିଲାଗଡ଼ ଆଜିର ସବୁଠୁ ଉତ୍ତପ୍ତ ସହର। ବାରିପଦାର ତାପମାତ୍ରା ୪୨ ଡିଗ୍ରୀ, ବଲାଙ୍ଗିର ୪୧.୧, ସମ୍ବଲପୁର ୪୧.୨, ଝାରସୁଗୁଡ଼ା ୪୧.୨, ଅନୁଗୁଳ ଓ ହୀରାକୁଦ ୪୧.୧, ମାଲକାନଗିରି ୪୧, ଭବାନୀପାଟଣା ୪୦.୧, ଭୁବନେଶ୍ୱର ୪୦.୫, ତାଳଚେର ଓ ନୟାଗଡ଼ ୪୦.୩, କଟକ ଓ ବାଲେଶ୍ଵର ୪୦ ଡିଗ୍ରୀ ରେକର୍ଡ ହୋଇଛି।
 
 
 
 
 
powered by social2s