ଅସ୍ତରଙ୍ଗ: କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ପର୍ବ ଆଜି ଆରମ୍ଭ ହୋଇଛି।ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ରାଜରାଜେଶ୍ୱରୀ ବେଶରେ ମା ମଙ୍ଗଳା।କୋଭିଡ କଟକଣା ଭିତରେ ଚାଲିଛି ମା ଙ୍କ ନୀତିକାନ୍ତି। ସଂକ୍ରମଣ ରୋକିବା ପାଇଁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ସିଲ କରିଛି ପ୍ରଶାସନ। ଏ ବର୍ଷ ମା ଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଅନୁମତି ମିଳିନାହିଁ।
powered by social2s

