ଭୁବନେଶ୍ୱର : ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରେ ରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଉଠାଇ ଭାଇରଲ କରିବାକୁ ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୁକ୍ତକୁ ଗିରଫ କରି ପୋଲିସର ତଦନ୍ତ ଆରମ୍ଭ କରିଛି।
powered by social2s

