ପିକ୍‌ଅପ୍‌ ଓଲଟି ୨ ମୃତ ଓ ୨୫ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଦେଇଯାଉଥିବା ଜାତୀୟ ରାଜପଥ ୫୭ ହରଡ଼ଖୋଲ ଛକରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୨୫ ଜଣ ଆହତ ହୋଇଥିବା ସୂଚନା। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବରଗଡ଼ରୁ ବାହାଘର ପାଇଁ ବୌଦ୍ଧ ମନମୁଣ୍ଡା ଯାଉଥିବା ବେଳେ ଘଟିଛି ଏହି ଘଟଣା।

powered by social2s