କଟକ: ପାକିସ୍ତାନ ସମର୍ଥିତ ସ୍ଲୋଗାନ ଦେଇ ୨ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ପୋଲିସ। ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଥିଲେ ଅଭିଯୁକ୍ତ। ସାମାଜିକ ଗଣମାଧ୍ୟମରେ ଦେଇ ଥିଲେ ସ୍ଲୋଗାନ। ଏନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ।
powered by social2s