ପୁରୀ: ପୁରୀ ବଡ଼ଦାଣ୍ଡରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ମାଡ଼ ମାରିଲେ ପରିବାର ଲୋକେ।
ଅଭିଯୁକ୍ତ ଯୁବକକୁ ଉଦ୍ଧାର କରି ଅଟକ ରଖିଲା ସିଂହଦ୍ୱାର ଥାନା ପୋଲିସ। ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ବେଳେ ଅସଦାଚରଣ ହୋଇଥିବା ଜଣାପଡ଼ିଛି।
powered by social2s