ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଦଶପଲ୍ଲାରେ ଚଢ଼ାଉ କଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ। ସ୍ଥାନୀୟ ପୋଲିସ ସହ ଦିଣ୍ଡାଭୂଇଁ ଗାଁରେ ମିଳିତ ଚଢ଼ାଉ ହୋଇଛି। ୨ଟି ଦେଶୀ ବନ୍ଧୁକ, ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଥିବା ସୂଚନା। ଗାଁର ବାପା, ପୁଅ ସହ ଡିହ ଗାଁର ଜଣଙ୍କୁ ଗିରଫ କଲା ପୋଲିସ।
powered by social2s