କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଏକାସହ ୫ ରୋଗୀଙ୍କ ମୃତ୍ୟୁ ହୋଇଛି। ଅପରେସନ ପରେ ICUରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡ ରେ ଆଉ ଦୁଇ ଜଣ ପ୍ରାଣ ହରାଇଥିବା ସୂଚନା। ଅପରେସନ ପରେ ସବୁ ଭଲ ଥିଲା, ICUରେ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
powered by social2s