ଆମ୍ବ ତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟଗଡ଼ା: ଆମ୍ବ ତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା କାଣିଯୋଡ଼ି ଗାଁ ଆମ୍ବ ତୋଟାରୁ ଠାବ ହୋଇଛି। -ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ଚାନ୍ଦିଲି ଥାନା ଥେରୁବାଲି ଗାଁର ସୂଚନା।

powered by social2s