ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟନକୁ ଆସିଲେ ଦୁଇ ନୁଆ ଅତିଥି। ଦୁଇଟି ସାବକ ଜନ୍ମ ଦେଇଛି ବାଘୁଣୀ ମୌସୁମୀ। ଏହା ସହ ନନ୍ଦନକାନନରେ ବାଘ ସଂଖ୍ୟା ୨୯ କୁ ବଢିଥିବା ସୂଚନା। ବାଘୁଣୀକୁ ପ୍ରାଣୀ ଚିକିତ୍ସକଙ୍କ ତତ୍ୱାବଧାନରେ ରଖାଇଯାଇ ଚିକିତ୍ସା କରାଯାଉଛି।
powered by social2s