ହଟିଲା ନିଲମ୍ବନ, ମହାପ୍ରଭୁଙ୍କ ସେବାରେ ରାମକୃଷ୍ଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ଉପରୁ ହଟିଲା ନିଲମ୍ବନ। ମାସେ ନିଲମ୍ବିତ ହେବା ପରେ ଆଜି ମହାପ୍ରଭୁଙ୍କ ସେବାରେ ଯୋଗଦେଲେ ରାମକୃଷ୍ଣ। ପରମ୍ପରା ବିରୋଧୀ କାର୍ଯ୍ୟ ପାଇଁ ହୋଇଥିଲେ ନିଲମ୍ବିତ। ନିଲମ୍ବନ ପାଇଁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ଥିଲେ ରାମକୃଷ୍ଣ। ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା। ଦିଘା ଜଗନ୍ନାଥ ମନ୍ଦିର ଯାଇ ବିବାଦକୁ ଆସିଥିଲେ ରାମକୃଷ୍ଣ। ବଳକା ଦାରୁରେ ବିଗ୍ରହ ନିର୍ମାଣକୁ ନେଇ ଥିଲା ବିବାଦ। ଦିଘାକୁ ଧାମ ନାମକରଣକୁ କରିନଥିଲେ ବିରୋଧ।

powered by social2s