ପୁରୀ : ଆଜି ପବିତ୍ର ସ୍ନାନ ପୁର୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳ ଆଳତି ଓ ପହଣ୍ଡି ବିଜେରେ ଭାଗ ନେଲେ ଓ ସମସ୍ତ ନୀତି ସୁରୁଖୁରରେ ଚାଲୁଥିବାରୁ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ। ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ମଧ୍ୟ କଲେ ମାଝୀ।
powered by social2s