ଭୁବନେଶ୍ବରରୁ UAEକୁ ଉଣାଡ଼ ଭରିଲା ବିମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରୁ UAEକୁ ଉଣାଡ଼ ଭରିଲା ବିମାନ। ଏହି ସେଵାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଭେଟି। ଏହି ସେବା ପର୍ଯ୍ୟଟନ କ୍ଷେତ୍ରରେ ଲାଭଦାୟକ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ଯିବ ବିମାନ। ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଉଡ଼ିବ ବିମାନ।

powered by social2s