ସାରା ଓଡ଼ିଶାରେ ବୁଲିବ ବିକାଶ ବାହନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜିଠୁ ଜୁନ୍ ୨୧ ଯାଏଁ ସାରା ରାଜ୍ୟରେ ଗଡ଼ିବ ବିକାଶ ବାହନ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ ସଚେତନ କରାଯିବ। ରାଜ୍ୟର ୩୧୪ ବ୍ଲକ୍‌ରେ ବୁଲିବ ବିକାଶ ବାହାନ। ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ ବାହାନ।

powered by social2s