ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍‌ ଲିଷ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍‌ ଲିଷ୍ଟ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସର୍ବାଧିକ କଟ୍‌ ଅଫ। ବିଜ୍ଞାନ, ବାଣିଜ୍ୟ ଓ କଳାରେ ସର୍ବାଧିକ କଟ୍‌ ଅଫ୍‌। ରାଜନୀତି ବିଜ୍ଞାନରେ ୯୨.୮୦% କଟ୍‌ ଅଫ୍‌। ବିଜ୍ଞାନ ବିଭାଗର ଫିଜିକାଲ ସାଇନ୍ସରେ ୯୩.୬୭%। ବାୟୋଲୋଜିକାଲ ସାଇନ୍ସରେ ୯୪% କଟ୍‌ ଅଫ୍‌। ରେଭେନ୍ସାରେ ବାଣିଜ୍ୟରେ ୯୦.୫୦% କଟ୍‌ ଅଫ୍‌।

powered by social2s