ଝାଡ଼ାବାନ୍ତିରେ ଆଉ ଦୁଇ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର : ଯାଜପୁରରେ ଝାଡ଼ାବାନ୍ତିରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ଉଭୟ ମୃତକ ଖଇରାବାଦ ଓ କୋଟବସନ୍ତ ଗାଁର। ଏହା ସହ ଜିଲ୍ଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ୨୦୦ ରୁ ଅଧିକ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

powered by social2s