ଭୁବନେଶ୍ୱର: ଓଡ଼ିଶାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ଜଣ ପ୍ରାଣ ହରାଇଛନ୍ତି। କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବରଗଡ଼ ଜିଲ୍ଲାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ଶାଳବଣି ନିକଟରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଙ୍ଗିରିପୋଷି ଭୋଳାଗଡ଼ିଆ ଗାଁରେ ଯୁବକ ମୃତ। ବରଗଡ଼ ପଦ୍ମପୁର ବାରପାଲିଆ ଗାଁରେ ବଜ୍ରାଘାତରେ ଶ୍ରମିକ ମୃତ।
powered by social2s