Warning: getimagesize(/home/odiaray/public_html/images/IMG-20250615-WA0243.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

"ବିଶ୍ବ ରକ୍ତଦାତା ଦିବସ" ରେ ଅନ୍ତର୍ଜାତୀୟ ଅନୁଷ୍ଠାନ ଉଗଣ୍ଡା ପକ୍ଷରୁ ସମ୍ମାନୀତ ହେଲେ ଡ଼ ନାରାୟଣ ମହାପାତ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ବିଶ୍ବ ରକ୍ତଦାତା ଦିବସ ଅବସରରେ ଡ଼ ନାରାୟଣ ମହାପାତ୍ର ଙ୍କୁ ଅନ୍ତର୍ଜାତୀୟ ଅନୁଷ୍ଠାନ ଉଗଣ୍ଡା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛ। ରକ୍ତ ଦାତା, ଜୀବନ ଦାତା.. ବିଶ୍ୱ ରକ୍ତଦାତା ଦିବସ ଅବସରରେ ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି। ଆମ ରାଜ୍ୟରେ ରକ୍ତର ବହୁତ ଆବଶ୍ୟକତା ରହିଛି। ଏହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଜାରି ରଖିବାକୁ ହେବ। ରକ୍ତଦାତା ଦିବସ ଅବସରରେ ଆସନ୍ତୁ ଆମେ ରକ୍ତ ଦାନ କରିବା ସହ ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ଜନ ସଚେତନତା ସୃଷ୍ଟି କରିବ ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର।

powered by social2s