ବାଲେଶ୍ୱରରେ ଝାଡ଼ାବାନ୍ତିରେ ଗଲା ମହିଳାଙ୍କ ଜୀବନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ଵର : ବାଲେଶ୍ୱରରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ସୋର ସର୍ଶଙ୍ଖ ଗାଁରେ ସୂଚନା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିଲେ ମହିଳା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଡାକର ତାଙ୍କୁ ମୃତ ଘୋଷଣା କରିଛନ୍ତି।

powered by social2s