ଓଲଟିଲା ୧୦୮ ଆମ୍ବୁଲାନ୍ସ, ୫ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଓଲଟି ୫ ଜଣ ଆହତ ହୋଇଛନ୍ତି। ନନ୍ଦିପଦା ଥାନା ଟୁକୁଣା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀ ସମେତ ୫ ଜଣଙ୍କୁ ନେଇ ଟୁକୁଣା ଯାଉଥିଲା ଆମ୍ବୁଲାନ୍ସ। ସମସ୍ତ ଆହତ ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା।

powered by social2s