ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି। ସକାଳ ୯ଟାରୁ ୧୦:୩୦ ଯାଏଁ ଚାଲିବ ସର୍ବସଧାରଣ ଦର୍ଶନ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଆଜି ବଡ଼ଦାଣ୍ଡରେ ରଥର ହେବ ଦକ୍ଷିଣ ମୋଡ଼।
powered by social2s

